ଭାବି, ଚିଂତି ଲେଖୁଁ
ଓଡ଼ିଆ ସାହିତ୍ୟ
ଯେନ୍ ' ଏପ୍ ' ରଖ୍ଲେଁ ଲିପିର୍ ସମସ୍ୟା
ଯାଏତା ତୁର୍ତି ସୁଧ୍ରି
ଫୋନ୍ଥିଁ ସେଟା ଲଗାବାର୍ ଲାଗି
କାଁକରି ଦଉଛୁଁ ହଦ୍ରି ?
ଶବ୍ଦ ମଝାଠାନେ ହଲଂତ୍ ଚିହ୍ନା
ଲେଖାକେ କର୍ସି ପର୍ଛା
ଡଗୋଡଗୋ ଇଟା ସମ୍କୁଁ ଦିଶୁଛେ
ନାଇଁକରୁଁ ଜହ ଚର୍ଚା
------
ଡାକ୍ବା, ମାଖ୍ବା, ଲାଗ୍ବା, ବଘ୍ବା
ଡାକ୍ବା, ମାଖ୍ବା, ଲାଗ୍ବା, ବଘ୍ବା
ନାଚ୍ମା, ବାଛ୍ମା, ଖୁଜ୍ମା, ବୁଝ୍ମା
ନାଚ୍ମା, ବାଛ୍ମା, ଖୁଜ୍ମା, ବୁଝ୍ମା
ଫୁଟ୍ଲା, ଉଠ୍ଲା, ପଡ଼୍ଲା, ଚଢ଼୍ଲା
ଫୁଟ୍ଲା, ଉଠ୍ଲା, ପଡ଼୍ଲା, ଚଢ଼୍ଲା
ଚେତ୍ସି, ଗୁଁଥ୍ସି, ମେଦ୍ସି, ସାଧ୍ସି
ଚେତ୍ସି, ଗୁଁଥ୍ସି, ମେଦ୍ସି, ସାଧ୍ସି
ଜାନ୍ମି, ନାପ୍ମି, ଗେଫ୍ମି,ଭାବ୍ମି
ଜାନ୍ମି, ନାପ୍ମି, ଗେଫ୍ମି, ଭାବ୍ମି
ଲିଭ୍ଲା, କମ୍ଲା, ଡର୍ଲା, ଚାଲ୍ଲା
ଲିଭ୍ଲା, କମ୍ଲା, ଡର୍ଲା, ଚାଲ୍ଲା
ପଶ୍ବା, ଘଁଷ୍ବା, ହଁସ୍ବା
ପଶ୍ବା, ଘଁଷ୍ବା, ହଁସ୍ବା
କାହାକେ କିଛି ନାଇଁପଚ୍ରେଇ
ନିଜର୍ ଆଖିଁ ଦେଖୁଁ
ଆମର୍ ଭାଷାକେ ଲାଏକ୍ ଲେଖା
ଫୋନ୍ଥି ଏତ୍କେ ଲେଖୁଁ
ଯେନ୍ ଯୁକ୍ତାକ୍ଷର୍ କେଭେଁ ନାଇଁଦେଖି
ସେ ସବୁ ଦଉଁ ଛାଡ଼ି
ଆମର୍ ଲେଖା ପାଠ୍ ପର୍ଛା ଦିଶ୍ଲେଁ
ଭାଷା ପାର୍ବା ବଢ଼ି